Masthead

ଓଟିପି ସେୟାରିଂ ମାମଲା, ଏଟିଏସ-ଏସଟିଏଫ-ଆଇବିର ମିଳିତ ଜେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଟିପି ସେୟାରିଂ ମାମଲା । ଏଟିଏସ, ଏସଟିଏଫ ଓ ଆଇବିର ମିଳିତ ଜେରା । ଗିରଫ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଏଟିଏସ, ଏସଟିଏଫ ଓ ଆଇବି ମିଳିତ ଭାବେ ଜେରା କରୁଛି । ୩ ସେନାବାହିନୀର ମାନଚିତ୍ର ପାକିସ୍ତାନ ପଠାଇବା ଲିଙ୍କରେ ପଚରାଉଚରା କରାଯାଉଛି । ଆର୍ମି, ବାୟୁସେନା, ନୌସନୋ ମାନଚିତ୍ର ପାକିସ୍ତାନ ପଠାଇବା ନେଇ ଅଭିଯୋଗ ହୋଇଥିଲା । ପଠାଣି ସାମନ୍ତ ପାକ୍ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦକୁ ଯାଇଛି । ପଠାଣି ସାମନ୍ତ ଅବଦୁଲ ହମିଦକୁ ଦେଇଥିବା ସିମ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।

ଅଭିଜିତର ସାଙ୍ଗ କେହି ଏଜେଣ୍ଟ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ମିଳିତ ଜେରା । ଅବଦୁଲ ହମିଦକୁ ପଠାଯାଇଥିବା ମାନଚିତ୍ର ପଶ୍ଚିମବଙ୍ଗର ଗୁଡୁ କୁମାର ମୋବାଇଲରୁ ହମିଦକୁ ପଠାଯାଇଛି । ପାକିସ୍ତାନ ଆଇଏସଆଇ ଏଜେଣ୍ଟ ମାନଙ୍କ ସହିତ କେମିତି ଥିଲା ଅଭିଜିତର ଲିଙ୍କ। କେମିତି ହେଉଥିଲା ଟଙ୍କା ଫଣ୍ଡିଂ। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ଲିକ କରିଛି । ଭାରତରେ କେତେଜଣ ଏଜେଣ୍ଟ ଅଛନ୍ତି । ଅଭିଜିତ ଭଳି ଆଉ କେତେ ଗ୍ରୁପ କାମ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛି ତଦନ୍ତକାରୀ ଟିମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି