Masthead

ରାହୁଲଙ୍କୁ ଲାଗିପାରେ ପୁଣି ଝଟକା, ସୁପ୍ରିମକୋର୍ଟ ଗଲେ ପୂର୍ଣ୍ଣେଶ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ରାହୁଲ ଗାନ୍ଧିଙ୍କୁ ଝଟକା । ମୋଦି ସରନେମ ମାନହାନି ମାମଲାରେ ଗୁଜୁରାଟ ହାଇକୋର୍ଟ ଝଟକା ପରେ ସୁପ୍ରିମକୋର୍ଟଙ୍କ ନ୍ୟାୟ ପାଇଁ ଆଶା ରଖିଥିଲେ ରାହୁଲ । କିନ୍ତୁ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ତାଙ୍କୁ ପୁଣି ଝଟକା ଦେବା ଚକ୍କର ଅଛନ୍ତି । ପୂର୍ଣ୍ଣେଶ ସୁପ୍ରିମକୋର୍ଟରେ ଏକ କାଭିଟ ବା ନିଷେଧ ପତ୍ର ରୁଜୁ କରିଛନ୍ତି। ଏଥିରେ ପୂର୍ଣ୍ଣେଶ କହିଛନ୍ତି, ଯଦି ଗୁଜୁରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଆବେଦନ କରିବେ, ତା’ହେଲେ ତାଙ୍କ ପକ୍ଷର ମଧ୍ୟ ଶୁଣାଣି ହେବା ଉଚିତ।

ସେମାନଙ୍କ ପକ୍ଷ ଶୁଣିବା ବିନା କୌଣସି ଆଦେଶ ଦିଆଯିବା ନ ଯାଉ। ବର୍ତ୍ତମାନ ପର୍ୟ୍ୟନ୍ତ ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ନାହାଁନ୍ତି, କିନ୍ତୁ ଆଶା କରାଯାଉଛି ଯେ ସେ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା