Masthead

ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସର ଚଢାଉ; ୮୮ ଅଟକ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଶ୍ନପତ୍ର ଡିଲ୍ ବେଳେ ପୋଲିସ ଚଢାଉ । ଦଲାଲ ସମେତ ଓଡ଼ିଶାର ବହୁତ ଛତ୍ରଛାତ୍ରୀଙ୍କୁ ଅଟକ ରଖିଲା ବାଲେଶ୍ୱର ପୋଲସି । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲ୍‌ରେ ଚାଲିଥିଲା ଯୋଜନା । ଷ୍ଟାଫ ସିଲେକ୍ସନ ପରିଚାଳିତ CGL ପରୀକ୍ଷା ପାଇଁ ଡିଲ୍‌ ବେଳେ ଚଢ଼ାଉ । ବାଲେଶ୍ବର ପୋଲିସ୍ ଚଢ଼ାଉ କରି ଏକ ଘରୋଇ ବସ ସହ ୫୦ରୁ ଅଧିକ ପରୀକ୍ଷାର୍ଥୀକୁ ଅଟକ ରଖିଛି ପୋଲିସ । ଅଟକ ଥିବା ପରୀକ୍ଷାର୍ଥୀ ଓଡ଼ିଶାର ବୋଲି ଜଣା ପଡିଛି । ପରୀକ୍ଷା ପୂର୍ବରୁ ପୋଲିସ ହାତରେ ଧରା ପଡିଛନ୍ତି ପ୍ରଶ୍ନପତ୍ର ଡିଲ୍ କରିଥିବା କିଛି ଦଲାଲ ସମେତ ପରୀକ୍ଷାର୍ଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ