Masthead

ବିଜେପି ମୃତ୍ୟୁର ଧ୍ୱନି ଶୁଣିପାରୁଛି: ମହୁଆ ମୋଇତ୍ର

କୋଲକାତା (ବଡ଼ ଖବର ବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ଚେତାବନୀ ଦେଇଛନ୍ତି ଟିଏମସି ଏମପି ମହୁଆ ମୋଇତ୍ର । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେପି ମୃତ୍ୟୁର ଧ୍ୱନି ଶୁଣି ପାରୁଛି । ସେ ଆହୁରି ମଧ୍ୟ କହିଛନ୍ତି ସେ ଜଣେ ମିଥ୍ୟା ଗୁରୁ । ବର୍ତ୍ତମାନ ଇିଣ୍ଡିଆ କୁହାଯାଉଥିବା ବିରୋଧୀ ଦଳଙ୍କ ମଙ୍ଗଳବାର ବୈଠକ ସରିଛି । ଯାହାକୁ ନେଇ ମହୁଆ ବିଜେପିକୁ କଡ଼ା ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ବିଜେପି ଏମପିଙ୍କ ମଧ୍ୟର ୧୨ ପ୍ରତିଶତ ବଂଶବାଦ ରାଜନୀତି କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ବିରୋଧରେ ବଂଶବାଦ, ପରିବାରବାଦ ଅଭିଯୋଗ ଆଣିଛନ୍ତି। ନଭେମ୍ବରରେ ଶେଷ ବିଧାନସଭା ଉପନିର୍ବାଚନରେ ଆଦାମପୁର, ହରିୟାଣା; ମୁନୁଗୋଡେ, ତେଲେଙ୍ଗାନା ଏବଂ ଗୋଲା ଗୋକର୍ଣ୍ଣନାଥରେ ଭାଜପା ପକ୍ଷରୁ ବଂଶବାଦ ଆଧାରରେ ଟିକଟ ପ୍ରଦାନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା