Masthead

ପ୍ରଭାସଙ୍କ କଳ୍କି, ବଦଳିଲା ‘ପ୍ରୋଜେକ୍ଟ କେ’ର ନାଁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):ରିବଲ ଷ୍ଟାର ପ୍ରଭାସଙ୍କ ନୂଆ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ‘ପ୍ରୋଜେକ୍ଟ କେ’ କୁହାଯାଉଥିବା ଏହି ଚଳଚ୍ଚିତ୍ରର ଅନ୍ତିମ ନାମ ମଧ୍ୟ ପ୍ରକାଶ ପାଇଛି । ପ୍ରଭାସ ଏହି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରବେ ବୋଲି ଆଶା କରୁଛନ୍ତି ଦର୍ଶକମାନେ ।

ପ୍ରଶଂସକଙ୍କ ମତ୍ତରେ ଫିଲ୍ମଟି ଅନେକ ରୋମାଞ୍ଚକ ଜିନିଷକୁ ନେଇ ଭରପୁର । ଭାରତୀୟ ଫ୍ୟାନ୍ସମାନେ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ବୋଲି ଜଣାପଡିଛି । ବର୍ତ୍ତମାନ ପିଲ୍ମର ଟିଜର ବାହାରିବା ସହ ଫିଲ୍ମର ନାଁ ମଧ୍ୟ ପ୍ରକାଶ ପାଇଛି । ‘ପ୍ରୋଜେକ୍ଟ କେ’ ର ନାଁ ବର୍ତ୍ତମାନ ‘କଳ୍କି ୨୮୯୮ ଏଡି’ ନାମରେ ନାମିିତ ହୋଇଛି ।

ଟ୍ରେଲରରେ କୁହାଯାଇଛି ଯେ ‘ଯେବେ ଦୁନିୟାରେ ଅନ୍ଧକାରର ଛାଇଯାଏ ତେବେ ଏକ ଶକ୍ତି ଜନ୍ମ ନିଏ’ । ‘କଳ୍କି ୨୮୯୮ ଏଡି’ର ଝଲକ ଭବିଷ୍ୟରେ ଯୁଦ୍ଧଗ୍ରସ୍ଥ ଦୁନିଆକୁ ଦର୍ଶାାଉଛି । ଟ୍ରେଲରରେ ଦୀପିକା ଜଣେ ସେନା ଭୂମିକାରେ ଥିବା ଜଣାପଡୁଛନ୍ତି । ଅନ୍ୟପଟେ ପ୍ରଭାସ ଏକ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା