ଆସୁଛି ଆୟୁଷ୍ମାନଙ୍କ ଡ୍ରିମଗର୍ଲ-୨

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ନୂଆ ଚେହେରା ସହ ଫେରିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ନିଜର ଡ୍ରିମଗର୍ଲ-୨ ଫିଲ୍ମ ପାଇଁ ଅଧିକ ଚର୍ଚ୍ଚାରେ ଥିବା ଜଣାପଡିଛନ୍ତି । ଡ୍ରିମଗର୍ଲର ପ୍ରଥମ ପାର୍ଟ ମଧ୍ୟ ଫ୍ୟାନ୍ସ ମାନଙ୍କ ମନକୁ ଅତ୍ୟନ୍ତ ଆକର୍ଷିତ କରିଥିଲା । ଫିଲ୍ମରେ ଆୟୁଷ୍ମାନ ଝିଅ ହେବାର ଅଭିନୟ କରିବା ସହ ଏପରି କଥା ହୋଇଥିଲେ ଯେ ଫିଲ୍ମର ପ୍ରାୟ ସମସ୍ତ ଚରିତ୍ର ତାଙ୍କ ପଛରେ ପାଗଳ ହୋଇଯାଇଥିଲେ ।

ଏବେ ଡ୍ରିମଗର୍ଲ-୨ ଚଳଚ୍ଚିତ୍ରର ଅନ୍ୟ ଏକ ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ଟାଇଲ ଅନେକ ଲୋକଙ୍କୁ ଆକର୍ଷୀତ କରିଛି । ଫିଲ୍ମ ଡ୍ରିମଗର୍ଲ-୨,୨୫ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରିବ । ଏହି ଫିଲ୍ମଟି ଏହାର ପୂର୍ବ ପାର୍ଟ ଭଳି କମେଡି ଫିଲ୍ମ ହେବ ବୋଲି କୁହାଯାଉଛି । ତେବେ ଫିଲ୍ମ ଟିକୁ ଦର୍ଶକମାନେ କେତେ ଭଲପାଇବା ଦେବେ ତାହା ଫିଲ୍ମର ରିଲିଜ ପରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’