Masthead

ବଡ଼ ଖବର ପ୍ରଭାବ : ଶବଦାହ ଦେଖିବା ମନା

କଟକ, (ବଡ଼ ଖବର ବ୍ୟୁରୋ): ଗତ କିଛି ଦିନ ତଳେ ବଡ଼ ଖବରରେ ପ୍ରସାରିତ ହୋଇଥିଲା ‘ସତୀଚଉରାର ସତ’ ଶୀର୍ଷକ ଖବର । ଯେଉଁଥିରେ ଆମେ ଦେଖାଇ ଥିଲୁ କଟକ ସତୀଚୈରାରେ କରୋନାଜନିତ ମୃତକଙ୍କ ଶବଦାହ ଫଳରେ କିପରି ସାଧାରଣ ଜନତା ର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । କଟକର ସମସ୍ତ କୋଭିଡ଼ ଏବଂ ଅଣ କୋଭିଡ଼ ବ୍ୟକ୍ତିଙ୍କର ଶବଦାହ କରାଯାଉଥିବାରୁ ଏହା ସ୍ଥାନୀୟ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ମଧ୍ୟ ଅଭିଯୋଗ କରିଥିଲେ । ଏହାପରେ ଏହି ଖବର ବଡ଼ ଖବର ମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନ ମୁଡ଼କୁ ଆସିଛି ପ୍ରଶାସନ । ବିଶେଷ କରି ଏହାଅନେକ ସ୍ଥାନ କୁ ସଂଯୋଗ କରୁଥିବା ରୁ ମଧ୍ୟ ଏହାଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଅଭିଯୋଗ ହୋଇଆସୁଥିଲା । ଦୀର୍ଘଦିନ ପରେ ଭାଙ୍ଗିଛି ପ୍ରଶାସନର ନିଦ । ୧୦ଦିନ ଭିତରେ ପାଚେରୀ ବୁଲାଇ ସାଧାରଣ ଜନତାପାଇଁ ଶବ ଦାହ ଦେଖିବାକୁ ନିଷିଦ୍ଧ କରିବାକୁ ନିଷ୍ପତି ନେଇଛି କଟକ ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା