Masthead

ଅଗଷ୍ଟ ୧ରୁ ଡ୍ରାଇଭର ମହାସଂଘର ଅଖଚକ ବନ୍ଦ !

ବଡ଼ ଖବର ବ୍ୟୁରୋ(ବଡ଼ ଖବର): ପୁଣି ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖଚକ ବନ୍ଦ କରିବ ସଂଘ । ସରକାରଙ୍କୁ ଚେତାବନୀ ଦେଲା ଡ୍ରାଇଭର ଏକତା ମହମଞ୍ଚ। କଲ୍ୟାଣ ବୋର୍ଡ ଗଠନ ସହ ଦାବୀ ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ହେତୁ ଚରମ ନିଷ୍ପତ୍ତି ନେଇଛି ମହାସଂଘ । ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଥିବା କହିଛି ଡ୍ରାଇଭର ମହାସଂଘ ।

ଆସନ୍ତା କାଲି ଠାରୁ ୩୦ ଜୁଲାଇ ଯାଏ ଲୋୟର ପିଏମଜିରେ ଧାରଣାରେ ଧାରଣା ଦେବ ବୋଲି କହିଛି ଡ୍ରାଇଭର ମହାସଂଘ । ଧାରଣା ସମୟ ଭିତରେ ସରକାର ଦାବୀ ଉପରେ ବିଚାର ନକଲେ ଅଗଷ୍ଟ ୧ ରୁ ଚକ ଅଖ ବନ୍ଦ କରିବ ବୋଲି ଚେତାବନି ଦେଇଛନ୍ତି ମହାସଂଘ । ଏହି ଧାରଣାରେ ସାରା ରାଜ୍ୟର ଡ୍ରାଇଭର ସାମିଲ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛି ଡ୍ରାଇଭର ଏକତା ମହମଞ୍ଚ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା