Masthead

ମୁଁ ବାଚସ୍ପତିଙ୍କୁ ଫୋନ କରିଥିଲି: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏବେ ତାଙ୍କର ସଦସ୍ୟତା ଫେରାଇ ଆଣିବାକୁ ଦାବି ଜୋରଦାର ଧରିଛି । ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଗୃହରେ ଦେଖିବାକୁ କଂଗ୍ରେସ ଚେଷ୍ଟା ଚଳାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଅନେକ ପ୍ରଶ୍ନ ଉଠାଇଛନ୍ତି। ଅଧୀର ରଞ୍ଜନ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଯେତେ ଶୀଘ୍ର କରାଯାଇ ଥିଲା ସେଭଳି ତାଙ୍କ ସଦସ୍ୟତା ତୁରନ୍ତ ଫେରାଇବା ଜରୁରୀ। ଏ ସମ୍ପର୍କରେ ମୁଁ ବାଚସ୍ପତିଙ୍କୁ ଫୋନ କରିଥିଲି।

ବାଚସ୍ପତି ମୋତେ ମହାସଚିବଙ୍କ ସହ କଥା ହେବାକୁ ଏବଂ ତାଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ କହିଥିଲେ। ମୁଁ ମହାସଚିବଙ୍କୁ ଫୋନ କରିଥିଲି। ତେବେ ତାଙ୍କ କାର୍ଯ୍ୟାଳୟ ବନ୍ଦ ଥିବାରୁ ଚିଠିକୁ ଅଧ୍ୟକ୍ଷଙ୍କ ନିକଟକୁ ପଠାଇବାକୁ କହିଥିଲେ ଏବଂ ମୁଁ ଏହି ଚିଠିକୁ ଡାକ ମାଧ୍ୟମରେ ପଠାଇଥିଲି। ଲୋକସଭାର ବାଚସ୍ପତି ଏହି ଚିଠିରେ ଦସ୍ତଖତ କରିଛନ୍ତି କିନ୍ତୁ ଏଥିରେ ଷ୍ଟାମ୍ପ ଲଗାଇ ନାହାନ୍ତି। ରାହୁଲ ଫେରିବାରେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବାକୁ ଆମେ ବାଚସ୍ପତିଙ୍କୁ ଅନୁରୋଧ କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ