Masthead

ମିଟର ରିଡର ଲକ୍ଷ୍ମୀନାରାୟଣ ତ୍ରିପାଠୀ ହତ୍ୟାକୁ ନେଇ ନୂଆପଡା ରେ ପ୍ରତିବାଦ ଓ ଶୋକ ସଭା

ନୂଆପଡା  (ବଡ ଖବର ବ୍ୟୁରୋ); ଆମେ ବି ମଣିଷ। ଅଳ୍ପ ଟଙ୍କା ପାଇଁ ଆମେ ଚାକିରୀ କରୁଛୁ। ମିଟର ଭିତରେ ଆମେ ପଶି ନାହୁଁ।ଯାହା ଦେଖିବୁ ତାକୁ ମେସିନରେ ପକେଇବୁ । ମିଟରରେ କିଛି ଭୁଲ ଥିଲେ ଅଧିକାରୀଙ୍କୁ ଜଣାଇବା କଥା , କିନ୍ତୁ ମିଟର ରିଡର ପରି ଜଣେ ଗରିବ କର୍ମଚାରୀ କୁ ହତ୍ୟା କରିବା କେବେବି ଠିକ ନୁହେଁ। ଏମିତି କିଛି କହି ଆଜି ନୂଆପଡା ବିଜୁଳି ବିଭାଗରେ ମିଟର ରିଡର ଚାକିରୀ କରୁଥିବା ଥୁବା କର୍ମଚାରୀମାନେ ପ୍ରତିବାଦ ଓ ଶୋକ ସଭା ପାଳନ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ରେ ଜଣେ ମିଟର ରିଡର କର୍ମଚାରୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ହତ୍ୟା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ମିଟର ରିଡର କର୍ମଚାରୀ ସଂଘ। ଦୋଷୀ ଉପରେ କାର୍ୟ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ସହାୟତାର ଦାବି କରାଯାଇ ଏକ ଶୋକ ସଭା ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ