Before Header

ମୋ ଘରକୁ ଆସ ମୋର ଅତିଥି ହୁଅ

0 16

ଭୁବନେଶ୍ୱର (ବଡ ଖବର ବ୍ୟୁରୋ);  ଲୋହିଆ ଏକାଡେମିରେ ପ୍ରେସ ମିଟ ରେ ଜାତୀୟ ସ୍ତରୀୟ ଅଭିଯାନ ଯାହା ଅଗଷ୍ଟ ୧୫ ରେ ଦେଶର ଶହ ଶହ ଜାତୀୟ ନେଟୱାର୍କ ଧର୍ମନିରପେକ୍ଷ ତଥା ଗଣତାନ୍ତ୍ରିକ ଗୋଷ୍ଠୀ ତଥା ବ୍ୟକ୍ତିବିଶେଷଙ୍କ ଦ୍ଵାରା ଶୁଭ ଆରମ୍ଭ ହେବ । ଏହି ଅଭିଯାନ ୧୫ଅଗଷ୍ଟ ରୁ ୩୦ ଜାନୟାରୀ ପଯ୍ୟନ୍ତ ଚାଲିବ । ପ୍ରେମ ଏବଂ ବୁଝାମଣା ବୃଦ୍ଧି , ସମ୍ପ୍ରଦାୟିକତାକୁ ପ୍ରତିହତ କରିବା ତଥା ଧର୍ମନିରପେକ୍ଷତାକୁ ମହତ୍ତ୍ୱ ଦେବା ବିଶେଷକରି ମହିଳା, ଦଳିତ, ଆଦିବାସୀ କୃଷକ, ଶିକ୍ଷକ ଛାତ୍ର ସଂଗଠନ ସହିତ କାଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଏହି ଅଭିଯାନ ର ଲକ୍ଷ ।

Leave A Reply

Your email address will not be published.