Masthead

ବିବାଦରେ ‘ଓଏମଜି୨’

ମୁମ୍ବାଇ(ବଡଖବର ବ୍ୟୁରୋ): ରିଲିଜ୍ ପୂର୍ବରୁ ପୁଣି ଓଡିଆ ରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଙ୍କ ଫିଲ୍ମ ‘ଓଏମଜି ୨’ । ପ୍ରଥମେ ସେନ୍ସର ବୋର୍ଡ ଫିଲ୍ମ ରେ ଥିବା ଆପତ୍ତି ଜନକ ଦୃଶ୍ୟ କୁ ହଟାଇବାକୁ କହି ‘ଏ’ ସାର୍ଟିଫିକେଟ୍ ଦେଇଥିଲା । ଯାହାକୁ କେବଳ ୧୮ ବର୍ଷ ରୁ ଉର୍ଦ୍ଧ ବୟସ୍କ ହିଁ ଦେଖିପାରିବେ । ଏବେ ଉଜ୍ଜୟିନୀ ମନ୍ଦିର ର ପୂଜକ ମାନେ ଫିଲ୍ମ ବିରୋଧ ରେ ସିନେମା ନିଦେ୍ର୍ଦଶକ ଅମିତ୍ ରୟ ଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି ।

ନୋଟିସ୍ ରେ ସେମାନେ କଥିତ ଭାବେ ଦର୍ଶାଯାଇଥିବା ଅପମାନ ଜନକ ଦୃଶ୍ୟ ହଟାଇବାକୁ ଦାବି କରିଛନ୍ତି । ପୂଜକମାନଙ୍କ କହିବା କଥା , ସିନେମା ରେ ଭଗବାନ ଶିବ ଙ୍କ ଅବତାର କୁ ଭୁଲ ଭାବ ରେ ଦର୍ଶାଯାଇଛି । ଯାହାକି ଭକ୍ତ ଙ୍କ ଭାବାବେଗ କୁ ଆଘାତ କରିଛି । ଏଣୁ ଭଗବାନ ଶିବ ଏବଂ ମହାକାଳ ସମ୍ବଦ୍ଧୀୟ ଯେଉଁ ଦୃଶ୍ୟ ରହିଛି ତାହାକୁ ବାଦ୍ ଦିଆଯାଉ ବୋଲି ମନ୍ଦିର ର ପୂଜକ ମାନେ ଦାବି କରିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!