Masthead

ବଢୁଛି ଶୁଭଲକ୍ଷ୍ମୀଙ୍କ ଡେଥ ମିଷ୍ଟ୍ରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଦିନକୁ ଦିନ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଯାଉଛି । ଶୁଭଲକ୍ଷ୍ମୀ ଗତ ୨ତାରିଖ ଅପରାହ୍ନ ୪ଟା ରେ ହୋଟେଲ ଦୀପାଳି ହୋଟେଲ ଯାଇଥିଲେ । ତାଙ୍କ ସହିତ ଦୁଇଜଣ ଯୁବକ ମଧ୍ୟ ଉପସ୍ଥିତ ଥିଲେ । ଜଣେ ଟ୍ରଲି ବ୍ୟାଗ ନେଇ ଯାଉଥିବା ବେଳେ ଅନ୍ୟଜଣେ ଦୁଇଟି ବ୍ୟାଗ ଧରି ପଛରେ ଯାଇଥିଲେ । କାହିଁକି ଶୁଭଲକ୍ଷ୍ମୀ ଏତେ ଲଗେଜ ନେଇ ହୋଟେଲ ଯାଇଥିଲେ?

ଶୁଭଲକ୍ଷ୍ମୀଙ୍କ ସହ ଦୁଇ ଯୁବକଙ୍କ ସଂପର୍କ କଣ ରହିଛି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଏ ଶୁଭଲକ୍ଷ୍ମୀ ସୋସିଆଲ ମିଡ଼ିଆ ଚଳାଉଛି ତାହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛି ଲକ୍ଷ୍ମୀସାଗର ପୋଲିସ । ସେପଟେ ଡିସିପିକୁ ମହିଳା କମିଶନ, ଶିଶୁ ଅଧିକାର ସୁରକ୍ଷା କମିଶନ ଅଧକ୍ଷା ମନ୍ଦାକିନ କର ନିଜଆଡୁ ଏକ ମାମଲା ରୁଜୁ କରି ୧୫ ଦିନ ମଧ୍ୟରେ ଡିସିପିଙ୍କୁ ରିପୋଟ ମାଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ