Masthead

ମାଲକାନଗିରି ଅଞ୍ଚଳରେ ସବୁଜ ଜହର ବଦଳରେ ମିଳୁଛି ଧଳାଜହର

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଏବେ ଧଳା ଜହରକୁ ନେଇ ଚର୍ଚ୍ଚା । ସବୁଜ ଜହର ବଦଳରେ ଏବେ ମିଳୁଛି ଧଳା ଜହର l ବିଭିନ୍ନ ସମୟରେ ଗଞ୍ଜେଇକୁ ନେଇ ଚର୍ଚ୍ଚା ରହୁଥିବା ମାଲକାନଗିରି ଜିଲ୍ଲାରେ ଏବେ ଧଳା ଜହର ଦେଖିବାକୁ ମିଳିଛି l ତେବେ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳକୁ କେମିତି ଆସିଲା ବ୍ରାଉନ୍ ସୁଗାର୍ ତାହାକୁ ନେଇ ଚର୍ଚ୍ଚା l

ସୂଚନା ମୁତାବକ କାଲିମେଳା ପୋଲିସ ରାତ୍ର କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ NH 326 ମୁଖ୍ୟ ରାସ୍ତା ଉପରେ ଗୋଟିଏ honda santro କାରଟିକୁ ଅଟକାଇ ଯାଞ୍ଚ କରିବା ପରେ  ସେଥିରୁ ପ୍ରାୟ  50 kg ଗଞ୍ଜେଇ ଜବତ କରିଥିଲା ପୋଲିସ l ପରେ ଅଧିକ ତଦନ୍ତ ପରେ ସେମାନଙ୍କ ପାଖରୁ ବ୍ରାଉନ ସୁଗାର ମଧ୍ୟ୍ୟ ବାହାରି ଥିଲା l ତେବେ ବ୍ରାଉନ ସୁଗାରକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ l ସମସ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହାଇଥିଲା ପୋଲିସ l

୬ ଜଣ ଅପରାଧୀ ସମେତେ ୫୦ ଳଶ ଗଞ୍ଜେଇ ୧.୬ ଗ୍ରାମର ବ୍ରାଉନ ସୁଗାର, ଦୁଇଟି କାର ଏବଂ ନଗଦ ୧,୪୬,୬୦୦ ଟଙ୍କା ମଧ୍ୟ୍ୟ ଜବତ କରିଛି ପୋଲିସ l ତେବେ ସମସ୍ତ ଅପରାଧୀଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି l ଏନେଇ ସମ୍ପୂର୍ଣ ସୂଚନା ଦେଇଛନ୍ତି ASP  ରାହୁଲ ଗୋୟେଲ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି