Masthead

ଯେଉଁମାନେ ପିଆଜ କିଣି ପାରିବେ ନାହିଁ, ଦୁଇ-ଚାରିମାସ ଖାଆନ୍ତୁ ନାହିଁ: ଦାଦା ଭୁଷେ

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀ ଦାଦା ଭୁଷେଙ୍କ ଅଜବ ବୟାନ । ମନ୍ତ୍ରୀ କହିଛନ୍ତି ପିଆଜ ନଖାଇଲେ କାହାର କିଛି ଅସୁବିଧା ହେବ ନାହିଁ କି କାହାର କିଛି ବିଗିଡ଼ି ଯିବି ନାହିଁ । କିଛି ଦିନ ହେବ ପିଆଜ ଦର ବଢିବାରେ ଲାଗିଛି । ପିଆଜ ଉପରେ ୪୦ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି। କୃଷକ ଏବଂ ବ୍ୟବସାୟୀମାନେ ଏହାକୁ ବିରୋଧ କରୁଛନ୍ତି। ଦାଦା ଭୁଷେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ହେତୁ ଯଦି ଲୋକମାନେ ପିଆଜ କିଣି ପାରିବେ ନାହିଁ, ତେବେ ଦୁଇ-ଚାରିମାସ ପର୍ଯ୍ୟନ୍ତ ଏହାକୁ ଖାଇବା ଉଚିତ ନୁହେଁ।

ଏହାଦ୍ୱାରା ପିଆଜ ନଷ୍ଟ ହେବନାହିଁ। ସେପଟେ ରାଜ୍ୟ ପିଡବ୍ଲ୍ୟୁଡି ମନ୍ତ୍ରୀ କହିଛନ୍ତି ଯେ ରପ୍ତାନି ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପଯୁକ୍ତ ସମନ୍ବୟ ସହିତ ନିଆଯିବା ଉଚିତ। ଯେତେବେଳେ ଆପଣ ୧୦ଲକ୍ଷ ଟଙ୍କା ମୂଲ୍ୟର ଗାଡି ବ୍ୟବହାର କରନ୍ତି, ସେତେବେଳେ ଆପଣ ଖୁଚୁରା ହାରଠାରୁ ୧୦ କିମ୍ବା ୨୦ ଟଙ୍କା ଅଧିକ ଉତ୍ପାଦ ଜିନିଷ କିଣି ପାରିବେ। ଯେଉଁମାନେ ପିଆଜ କିଣି ପାରିବେ ନାହିଁ, ଦୁଇ-ଚାରିମାସ ଖାଆନ୍ତୁ ନାହିଁ, ତେବେ ଏଥିରେ କୌଣସି ଫରକ ପଡିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି