Masthead

ଚନ୍ଦ୍ରାୟନ-୩ର ସଫଳତା ପାଇଁ ସାଧୁସନ୍ଥଙ୍କ ଯଜ୍ଞ, ଲକ୍ଷ୍ନୌରେ ନମାଜ ପାଠ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇତିହାସ ରଚିବ ଇସ୍ରୋ । ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ସାରା ବିଶ୍ୱ ଦେଖିବ ଭାରତୀୟ ମହାକାଶ ବୈଜ୍ଞାନିକଙ୍କ ସଫଳତା । ଚନ୍ଦ୍ରୟାନ-୩କୁ ନେଇ ଉତ୍ସାହିତ ପଲ୍ଲୀରୁ ଦିଲ୍ଲୀ । ସଫଳତାର ସହ ହେଉ ସଫ୍ଟ ଲ୍ୟାଣ୍ଡିଂ ସେଥିପାଇଁ ଜାତି ଧର୍ମ ବର୍ଣ୍ଣ ନିିର୍ବିଶେଷରେ ପ୍ରତିଟି ଭାରତୀୟ କରୁଛନ୍ତି ପ୍ରାର୍ଥନା । ସେ ରାଚନେତା ହୁଅନ୍ତୁ କି ବୈଜ୍ଞାନିକ, ସାଧାରଣ ଲୋକ ହୁଅନ୍ତୁ କି ସେଲିବ୍ରେଟି ସମସ୍ତଙ୍କ ମୁହଁରେ ଚନ୍ଦ୍ରୟାନ-୩ର କଥା ।

ଏ ଦୃଶ୍ୟ ଦେଖନ୍ତୁ ପ୍ରୟାଗରାଜରେ ଚାଲିଛି ପ୍ରାର୍ଥନା ଓ ଯଜ୍ଞ । ଏ ପୂଜାର୍ଚ୍ଚନା ଚନ୍ଦ୍ରାୟନ-୩ର ସଫଳତା କାମନା କରି । ସେହିଭଳି ବାରଣାସୀରେ ବି ପୂଜାର୍ଚ୍ଚନା କରୁଛନ୍ତି ସାଧୁସନ୍ଥ । ଏପଟେ ଲକ୍ଷ୍ନୌ ଇସଲାମିକ ସେଣ୍ଟର ଅଫ ଇଣ୍ଡିଆ ମସଜିଦରେ ସମବେତ ହେଇଥିଲେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ । ଚନ୍ଦ୍ରାୟନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଲ୍ଲାଙ୍କୁ କରିଛନ୍ତି ପ୍ରାର୍ଥନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି