Masthead

ଭୁବନେଶ୍ୱରରେ ଖୋଲିଲା ‘ଜଷ୍ଟ ବେକ୍’ର ୧୧ତମ ଷ୍ଟଲ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୪ ଥର ଗ୍ରିନିଜ୍ ବୁକସ୍ ରେକର୍ଡ ବିଜେତା – ଦକ୍ଷିଣ ଭାରତର ପ୍ରତିଷ୍ଠିତ ତଥା ଏକ ନମ୍ବର କେକ୍ ଓ ସ୍ନାକ୍ସ କମ୍ପାନୀ ‘ଜଷ୍ଟ ବେକ୍’ ୧୧ତମ ଷ୍ଟଲ୍ ଭୁବନେଶ୍ୱରର ପଳାଶୁଣି ସ୍ଥିତ ପ୍ରାଚୀ ବିହାରରେ ଉଦ୍ଘାଟିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଏହି ଷ୍ଟଲର ଶୁଭ ଉଦ୍ଘାଟନ କାର୍ୟ୍ୟକ୍ରମରେ କମ୍ପାନୀର ଅପରେସନ୍ ହେଡ୍ ଇନ୍ଦ୍ରନିଲ୍ ଚାଟାର୍ଜୀ, ଷ୍ଟେଟ୍ ମାଷ୍ଟର ଫ୍ରାଞ୍ଚାଇଜ୍ ଜି.ଏସ୍. ମହାପାତ୍ର ଅଂଶଗ୍ରହଣ କରି ସୂଚନା ଦେଇଥିଲେ ଯେ ‘ଜଷ୍ଟ ବେକ୍’ ହେଉଛି ଭାରତୀୟ ରେଷ୍ଟୁରାଣ୍ଟ ପୁରସ୍କାରରେ ସର୍ବାଧିକ ପୁରସ୍କୃତ କେକ୍ ହାଉସ୍।

ଏହି ବେକ୍ ହାଉସ୍ ଗୁଣବତ୍ତା,ସ୍ଥିରତା ଏବଂ ଗ୍ରାହକ ସେବା ଉପରେ ଧ୍ୟାନ ଦେଇଥାଏ । ଦେଶର ୧୮ରୁ ଅଧିକ ସହରରେ ଏହି କମ୍ପାନୀର ୩ଶହରୁ ଅଧିକ ଷ୍ଟୋର ରହିଛି । ବାର୍ଥ ଡେ ଏବଂ ଉତ୍ସବ ଆଦି ପାଇଁ ଭିନ୍ନ ଭିନ୍ନ ଡିଜାଇନର କେକ୍ ଯାହା ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଆକର୍ଷଣ ବୋଲି ଶ୍ରୀ ଚାଟାର୍ଜୀ ଏବଂ ଶ୍ରୀ ଜି.ଏସ୍. ମହାପାତ୍ର ସୂଚନା ଦେବାସହ ଭୁବନେଶ୍ୱର ବାସୀଙ୍କ ସହଯୋଗ କାମନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର