ବାଲିଅନ୍ତା, (ବଡ଼ ଖବର ବ୍ୟୁରୋ): ବାଲିପାଟଣା ବ୍ଲକ ମେଳଣ ପଡ଼ିଆରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ହୋଇଥିଲା। ସାଂସଦ ପହଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ଏବଂ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। କାର୍ୟ୍ୟକ୍ରମରେ ଜୟଦେବ ନିର୍ବାଚନ ମଣ୍ଡଳୀର ବହୁତ ଲୋକ ସେମାନଙ୍କ ସମସ୍ୟା ସାଂସଦଙ୍କୁ ଲିଖିତ ଭାବେ ଜଣାଇଥିଲେ।