Masthead

ଟ୍ରେନରେ ନିଆଁ, ୮ ଜୀବନ୍ତ ଦଗ୍ଧ

ତାମିଲନାଡୁ (ବଡ଼ ଖବର ବ୍ୟୁରୋ):  ତାମିଲନାଡୁ ମଦୁରାଇ ଷ୍ଟେସନରେ ବଡ଼ ଦୁର୍ଘଟଣା । ପର୍ଯ୍ୟଟନ ଟ୍ରେନର କୋଚରେ ନିଆଁ, ଆଠ ଜୀବନ୍ତ ଦଗ୍ଧ । ୨୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମଦୁରାଇ ରେଳ ଷ୍ଟେସନ ନିକଟ ବୋଡି ଲେନରେ ପାର୍କିଂ ହୋଇଥିବା ଏକ ପର୍ଯ୍ୟଟନ ଟ୍ରେନ୍ ସକାଳେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

ସେପଟେ ଅନେକ ଲୋକଙ୍କ ଦାବି ଯେ କିଛି ଯାତ୍ରୀ ଗ୍ୟାସ ସିଲିଣ୍ଡର ନେଇ ଆସିଥିଲେ। ଯେଉଁଥି ପାଇଁ କୋଚରେ ନିଆଁ ଲାଗିଥିଲା । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ନିଆଁ ବହୁତ ବଢିବାକୁ ଲାଗିଥିଲା । କିନ୍ତୁ କେଉଁ କାରଣରୁ ନିଆଁ ଲାଗିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ