Masthead

ଚୋରା କୋଇଲା କାରବାରର ହବ୍ ପାଲଟିଛି ଚାନ୍ଦବାଲି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବାଂଶଡା ଓ ଚାନ୍ଦବାଲି ଥାନା ପୋଲିସର ନାକତଳେ ଚାଲିଛି ଚୋରା କୋଇଲା କାରବାର । ପ୍ରତେ୍ୟକ ଦିନ ରାତିରେ ଜଳ ପଥରୁ ଆରମ୍ଭ କରି ସ୍ଥଳ ପଥରେ ଚାଲୁଛି ଟନ୍ ଟନ୍ ଚୋରା କୋଇଲା କାରବାର । ମାଣିପୁର, ବିରିହରପୁର, ପଳାସପୁର ଏବଂ ଯଶିପୁର ଠାରୁ ରାତିରେ ୫୦ରୁ ଅଧିକ ଚୋରା କୋଇଲା ବୋଝେଇ ପିକ୍ଅପ ଯାଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକେ ଏବିଷୟରେ ଅଭିଯୋଗ କଲେ ପୋଲିସ ସେମାନଙ୍କୁ ନାଲିଆଖି ଦଖାଉଥିବା ଅଭିଯୋଗ ହେଉଛି। ବାଂଶଡା ଥାନା ବିରିହର ପୁର, ଜଶୀପୁର ଅଞ୍ଚଳରେ ଧାମରା ଆଦାନୀ ଚଳନ୍ତା ଟ୍ରେନରୁ ଚୋରା କୋଇଲା କାଢ଼ି ମାଫିଆମାନଙ୍କୁ ସାଗମାଛ ଦାମରେ ବିକ୍ରି କରିଥାନ୍ତି । ସେହି କୋଇଲାକୁ ମାଫିଆମାନେ ବାହାର ଜିଲ୍ଲାକୁ ରପ୍ତାନୀ କରି ଅନେକ ଅର୍ଥ ରୋଜଗାର କରିଥାନ୍ତି । ତୁରନ୍ତ ଏଭଳି କାର୍ୟ୍ୟ ବନ୍ଦ କରିବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା