Masthead

‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମ୍ବାଇରେ ଅନୁଷ୍ଠିତ ବୈଠକରେ ବିରୋଧୀ ମେଣ୍ଟ ଇଣ୍ଡିଆ ଅନେକ ନିଷ୍ପତ୍ତି ନେଇଛି। ଇଣ୍ଡିଆର ନେତାମାନେ ୧୪ ଜଣ ସଦସ୍ୟ ବିଶିଷ୍ଟ ଏକ ସମନ୍ୱୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମେଣ୍ଟର ସ୍ଲୋଗାନ ‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ’ହେବ। ଏହି ସମନ୍ୱୟ କମିଟିରେ କଂଗ୍ରେସରୁ କେ.ସି ଭେଣୁଗୋପାଳ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଏମ.କେ ଷ୍ଟାଲିନ, ଶିବସେନାରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ବୀ ଯାଦବ, ଟିଏମସିରୁ ଅଭିଷେକ ବାନାର୍ଜୀ, ଏଏପିରୁ ରାଘବ ଚଢା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲି ଖାନ, ଜେଡିୟୁରୁ ଲଲନ ସିଂ, ଜେଏମଏମରୁ ହେମନ୍ତ ସୋରେନ, ସିପିଆଇରୁ ଡି ରାଜା, ଜାତୀୟ ସମ୍ମିଳନୀରୁ ଉମର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫତ ସାମିଲ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର