Masthead

ବିସ୍କୁଟ ଖିଆ ଚାକିରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିକାଲି ବେକାର ଯୁବକ ଯୁବତୀଙ୍କୁ ଚାକିରୀଟିଏ ପାଇଁ କେତେ କଷ୍ଟ କରିବାକୁ ନ ପଡୁଛି । ଚଳିବା ପାଇଁ ନିଜ ପସନ୍ଦର ଚାକିରିଟେ ମିଳିବା କଷ୍ଟକର ବ୍ୟାପାର ହେଲାଣି । ପୁଣି ଏବେ କରୋନା ସମୟ । ଚାକିରୀ ମିଳିବା ମୁସ୍କିଲ ହୋଇପଡିଛି । ଚାକିରୀଆଙ୍କ ଅଧା ଦରମାରେ ଚାଲିଛି ଚଳଣି । ଏଭଳି ସମୟରେ ଏମିତି ଏକ ଚାକିରୀ ମିଳୁଛି ଯାହା ସହଜରେ ବିଶ୍ୱାସ କରିହେବନି । ହଁ ଆଜ୍ଞ।, ଏଭଳି ଏକ ଚାକିରୀ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ବିସ୍କୁଟ ଖିଆ ଚାକିରୀ ଏବେ ମିଳୁଛି ସ୍କଟଲାଣ୍ଡରେ । ‘ଇଣ୍ଡିପେଣ୍ଡେଁଣ୍ଟଟ୍ ନ୍ୟିଜ୍’ ଖବର ଅନୁସାରେ ସ୍କଟଲାଣ୍ଡର ବର୍ଡର ବିସ୍କୁଟ କମ୍ପାନୀ ଆଣିଛି ଏହି ସୁଯୋଗ । ପୋଷ୍ଟ ନାମ ‘ବିସ୍କୁଟଟେଷ୍ଟର’ ବା ବିସ୍କୁଟ ସ୍ୱାଦ ପରୀକ୍ଷାକାରୀ । ବର୍ଷକୁ ୪୦ହଜାର ପାଉଣ୍ଡ ଦରମା । ପୂର୍ଣ୍ଣକାଳୀନ ଚାକିରୀ । କରୋନା କାଳରେ ଏବେ ଚାକିରୀ ଆଶାୟୀଙ୍କ ପାଇଁ ସୁଯୋଗ ରହିଛି । ୨୦୧୯ରେ ଏଭଳି ଚାକିରୀ ଦେଇଥିଲା ଭାରତର ଏକ କମ୍ପାନୀ । ଯୋଉଠି ଥିଲା ଚକୋଲେଟ ଖିଆ ଚାକିରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ