Masthead

ଦନ୍ତା ଦେଖି ଡ଼ରିଲେଣି ଗାଁ ଲୋକେ

ଚନ୍ଦ୍ରପୁର, (ବଡ଼ ଖବର ବ୍ୟୁରୋ): ଦନ୍ତା ଦେଖି ଡ଼ରିଲେଣି ଗାଁ ଲୋକେ । ବର୍ଷ ସାରା ପରିଶ୍ରମ କରି ସଶ୍ୟ ଅମଳ ସମୟରେ ଅଞ୍ଚଳରେ ଦନ୍ତାହାତୀ ଦେଖି ଆତଙ୍କିତ ହୋଇପଡିଛନ୍ତି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠୁରିଗୁଡ଼ା ଅଞ୍ଚଳର ଲୋକେ । ଗତକାଲି ଠୁରିଗୁଡ଼ା ପଞ୍ଚାୟତର ଟିଣପଦର ଗାଁ ନିକଟରେ ଥିବା ବଶଂଧାରା ନଦୀ କୂଳରେ ଦୁଇଟି ଦନ୍ତାହାତୀ ଦେଖିଥିଲେ ଗାଁ ଲୋକେ । ଫସଲ ଅମଳ ସମୟରେ ହାତୀକୁ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି ଗାଁ ଲୋକେ । ଏହି ଦୁଇ ଦନ୍ତା କନ୍ଧମାଳ ରେଞ୍ଜରୁ ଆସିଥିବା ଅନୁମାନ କରାଯାଉଛି । ଏନେଇ ମୁନିଗୁଡ଼ା ବନ ବିଭାଗକୁ ଖବର ଦେବା ପରେ ହାତୀ ଦୁଇଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଛି ବନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା