Masthead

ବନ୍ଦ ରହିବ ସିନେମା ହଲ, ରୋଜଗାର ହରାଇବେ ଶାହାରୁଖ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଲିଉଡ଼ କିଙ୍ଗଖାନ ଶାହାରୁଖ ଖାନ ତାଙ୍କର ବ୍ଲକବଷ୍ଟର ଫିଲ୍ମ ପଠାନ ପରେ ଏବେ ନିଜର ଆଉ ଏକ ନୁତନ ସିନେମା ‘ଜବାନ’ କୁ ନେଇ ପୁଣିଥରେ ଧମାକା କରିବାକୁ ସମ୍ପୂର୍ଣ୍ଣ ଭାବରେ ପସ୍ତୁତ ଅଛନ୍ତି । ଟ୍ରେଲର ରିଲିଜ ପରେ ଦର୍ଶକଙ୍କ ଭିତରେ ରହିଛି ଆନେକ ଉକôଣ୍ଠା ।ସେପଟେ ଶାହାରୁଖ ନିଜେ ମଧ୍ୟ ଫିଲ୍ମଟିର ପ୍ରଚାର ପ୍ରସାର ପାଇଁ ଲାଗିପଡିଛନ୍ତି । ସିନେମାଟି ୭ ସେପ୍ଟେମ୍ବର ଆସନ୍ତା କାଲି ରିଲିଜ ହେବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଛି ଏକ ରୋଚକ ଖବର । ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର କିଛି ସିଲେମା ହଲ୍ ବନ୍ଦ ରହିବ ।

ଜି-୨୦ସମ୍ମିଳନୀ ପାଇଁ ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ପ୍ରମୁଖ ନେତାମାନେ ମଧ୍ୟ ଏଥିରେ ଯୋଗଦେବେ । ସେଥିପାଇଁ ଦିଲ୍ଲୀର କିଛି ସ୍ଥାନରେ ସୁରକ୍ଷାକୁ କଡାକଡି କରାଯାଇଛି । ସେହିକ୍ରମରେ ଦିଲ୍ଲୀର ୪ଟି ସିନେମାହଲକୁ ବନ୍ଦ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏଭଳି କରାଯିବାଫଳରେ ଜବାନ ଫିଲ୍ମଟିର ରୋଜଗାର ଉପରେ କେତେ ପ୍ରଭାବ ପକାଇବ ସେ ନେଇ ଚାରିଆଡେ ଚର୍ଚ୍ଚା ଚାଲଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ