Masthead

ଜି-୨୦ରେ ‘ଥ୍ରୀ ଏଫ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ : ଜି-୨୦ ସମ୍ମିଳନୀରେ ଫୁଡ, ଫୁଏଲ ଓ ଫର୍ଟିଲାଇଜରକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଶିଖର ସମ୍ମିଳନୀରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ଆତଙ୍କବାଦକୁ ନେଇ ସବୁ ସଦସ୍ୟ ରାଷ୍ଟ୍ରଙ୍କ ଚିନ୍ତା ପ୍ରକଟ । ଆତଙ୍କବାଦକୁ ନିନ୍ଦା କରିଛନ୍ତି ସବୁ ସଦସ୍ୟ ରାଷ୍ଟ୍ର ।

ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ । ମନିଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ର ଗୁରୁତ୍ୱରୋପ କରିଛି । ନୂଆଦିଲ୍ଲୀରେ ଘୋଷଣାପତ୍ରକୁ ମିଳିଲା ଜି-୨୦ ମଞ୍ଜୁର । ଜି-୨୦ ସମ୍ମିଳନୀରେ ଆୟୋଜକ ଭାରତକୁ ବଡ ସଫଳତା । ଏହି ଘୋଷଣାପତ୍ରକୁ ଗ୍ରହଣ କଲେ ସବୁ ସଦସ୍ୟ ରାଷ୍ଟ୍ର । ଘୋଷଣାପତ୍ରକୁ ନେଇ ସବୁ ବୈଦେଶିକ ମନ୍ତ୍ରୀଙ୍କ ସୂଚନା । ଜି-୨୦ ସମ୍ମିଳନୀରେ ଏଆଇକୁ ଗୁରୁତ୍ୱ । ସାଇବର ସିକୁ୍ୟରିଟି ଉପରେ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ