Masthead

ଅବକାରୀ ବିଭାଗ ହାତରେ ଧଳାଜହର ବେପାରୀ

ନୀଳଗିରି(ବଡ଼ ଖବର ବ୍ୟୁରୋ):ନୀଳଗିରିରେ ଧଳାଜହର କାରବାର ବଢ଼ିବାରେ ଲାଗିଛି | ନିୟମିତ ଆନ୍ତରାଳରେ ଧଳାଜହର ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହେଉଛି ନୀଳଗିରି ଅବକାରୀ ବିଭାଗ | ଗତକାଲି ଅବକାରୀ ଇନ୍ସପେକ୍ଟର ଗାଲୁରାମ ସୋରେନ ଓ ନୀଳଗିରି ଅବକାରୀ ଭାରପ୍ରାପ୍ତ ଅଧିକାରୀ ନୃସିଂହ ରଥଙ୍କ ସମେତ ପୁରା ଟିମ ଛଦ୍ମବେଶରେ ଆସି ସନ୍ତରାଗଡ଼ିଆ ସରକାରୀ ମଦ ଦୋକାନ ପାଖରେ ଥିବା ପାନ ଦୋକାନରେ ଚଢ଼ାଉ କରି ଆନୁମାନିକ ଛଅ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ, ଧଳାଜହର ବେପାରୀ ଜଗଦ୍ଦିଶ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ