Masthead

‘ଜି ୨୦ ସଫଳତା ଦେଶର ସଫଳତା’,ଏବେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଜିଠୁ ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ । ଏହା ପୂର୍ବରୁ ଲୋକସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଏକ ଐତିହାସିକ ଅବସର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିବେଶନ ଆରମ୍ଭରେ ଲୋକସଭା ଅଧକ୍ଷ ଓମ୍ ବିର୍ଲା ଜି୨୦ ସମ୍ମିଳନୀର ସଫଳ ଆୟୋଯନ ଲାଗି ଶୁଭେଚ୍ଛା ଜଣାଇଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଅଭିଭାଷଣ ରଖି ମୋଦି କହିଛନ୍ତି, ନୂଆ ସଂସଦ ଭବନ ଯିବା ପୁର୍ବରୁ ଆମେ ଦେଶର ସଂସଦ ୭୫ ବର୍ଷ ଯାତ୍ରାକୁ ସ୍ମରଣ କରିନେବା ଉଚିତ ।

୭୫ ବର୍ଷରେ ସଂସଦର ବହୁ ସ୍ୱପ୍ନ ପୁରଣ ହୋଇଛି । ପୁରୁଣା ସଂସଦ ଭବନରୁ ବିଦାୟ ନେବା ଏକ ଭାବବିହ୍ୱଳ ମୂହୁର୍ତ୍ତ ‘ଜି ୨୦ ସଫଳତା ଦେଶର ସଫଳତା’ ଏବେ ସାରା ଦେଶରେ ଭାରତର ଚର୍ଚ୍ଚା ଚାଲିଛି । ଏବେ ନୂଆ ସ୍ଥାନରୁ ନୂଆ ସଂକଳ୍ପ, ନୂଆ ବିଶ୍ୱାସକୁ ନେଇ ଯାତ୍ରା ଆରମ୍ଭ ହେବ । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଦେଶ କରିବାକୁ ହେବ । ଆଗାମି ଯେତେ ବି ନିର୍ଣ୍ଣୟ ହେବାକୁ ଯାଉଛି ତାହା ନୂଆ ସଂସଦ ଭବନରୁ ହେବ । ଚନ୍ଦଯାନ-୩ ମୁନ ମିଶନର ସଫଳ ହୋଇଛି । ଚନ୍ଦ୍ରରେ ଆମ ଜାତୀୟ ପତାକା ତ୍ରିରଙ୍ଗା ଉପରେ ଉଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା