Masthead

ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ,, ଖଟିଆରେ ବୁହା ହେଲେ ରୋଗୀ

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ):  କିଟି କିଟି ଅନ୍ଧାର ରାତି ରେ ଏକ କିମି ଦୂର ଖଟିଆ ଭାର ରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ସେ କୌଣସି ଦୁର୍ଗମ ଅଞ୍ଚଳ ର ରୋଗୀ ନୁହେଁ । ବ୍ଲକ କାର୍ୟ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂର ରେ ଥିବା ଗାଁ ର ଦୃଶ୍ୟ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଘାସି ପଦର ଗାଁ ରେ। ରୋଗୀ ଜଣେ ଅସୁସ୍ଥ ହେବାରୁ ଗାଁ ଲୋକ ସାଙ୍ଗେ ସାଙ୍ଗେ, ୧୦୮ ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲେ।

ପରିତାପର ବିଷୟ ଯେ, ଗାଁ କୁ ଭଲ ରାସ୍ତା ଟିଏ ନ ଥିବା ରୁ, ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ଯାଇ ପାରି ନ ଥିଲା। ଅଧା ବାଟ ଗାଁ ଠାରୁ ଏକ କିମି ଦୂର ପି ଡବ୍ଲୁଡି ରାସ୍ତା ଛକ ନିକଟରେ ଆମ୍ବୁଲାନ୍ସ ଗାଡ଼ି ଅପେକ୍ଷା କରିଥିଲା ଏଥିରେ , ରୋଗୀଙ୍କର ର ସମ୍ପର୍କିୟ ଭାଇ ମାନେ ଏକ ଖଟିଆ ଭାର ରେ ବହି, ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ନେଇ ଭର୍ତ୍ତି କରିଥିଲେ ।ବର୍ତମାନ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ଭଲ ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼