Masthead

‘ଘୁଙ୍ଗ୍ରୋ ’ ଗୀତ ର ଧୁମରେ କାହିଁକି ନାଚିଲେ ଡାକ୍ତର, ଜାଣନ୍ତୁ

ଗୌହାଟି(ବଡ଼ ଖବର ବ୍ୟୁରୋ): ରୋଗୀ ସେବା ହିଁ ଡାକ୍ତରଙ୍କ ଧର୍ମ । ସେଥିପାଇଁ ତ ତାଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ । ତେବେ ଜଣେ ଡାକ୍ତର ରୋଗୀ ସେବା ଛାଡି ଡାକ୍ତରଖାନାରେ ହିନ୍ଦି ଫିଲ୍ଲର ଧୁମ୍ରେ ନାଚିବା ଆଶ୍ଚର୍ଯ୍ୟ ନିଶ୍ଚୟ । ଏହା ଗପ ନୁହେଁ, ସତ । ଆସାମର ଏକ ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି ।
ଆସାମର ଜଣେ ଡାକ୍ତର କରୋନା ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ଚଳଚ୍ଚିତ୍ର ‘ୱାର’ ର ଘୁଙ୍ଗ୍ରୋଗୀତର ଧୁମରେ ଜବରଦସ୍ତ ନୃତ୍ୟ ପରିବେଷଣ କରିଥିଲେ। ଡାକ୍ତରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ବଲିଉଡ ଅଭିନେତା ହ୍ରିତିକ ରୋଶନ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି । ହ୍ରିତିକ ଡାକ୍ତରଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଡାକ୍ତରଙ୍କୁ କୁହ ଦିନେ ମୁଁ ଆସାମରେ ତାଙ୍କ ସହ ଡ୍ୟାନ୍ସ ଷ୍ଟେପ୍ ଶିଖିବି।‘ ହ୍ରିତିକ ରୋଶନଙ୍କ ପ୍ରଶଂସକମାନେ ଏହି ପୋଷ୍ଟର ମଧ୍ୟ ପ୍ରଶଂସା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି