Masthead

ଏସୀୟ କ୍ରୀଡାର ତୃତୀୟ ଦିନରେ ଭାରତକୁ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଏସୀୟ କ୍ରୀଡାର ତୃତୀୟ ଦିନରେ ଭାରତକୁ ଏକ ସ୍ୱର୍ଣ୍ଣ ମିଳିଛି । ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଭାରତୀୟ ଅଶ୍ୱଚାଳନା ଟିମ୍ ୪୧ ବର୍ଷ ପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଭାରତୀୟ ଅଶ୍ୱଚାଳନ ଟିମରେ ସୁଦିପ୍ତ ହଜେଲ, ଦିବ୍ୟକିର୍ତ୍ତୀ ସିଂହ, ଅନୁଶ ଅଗ୍ରଓ୍ଵାଲ ଏବଂ ହୃଦୟ ଚେଡା ଭଲ ପ୍ରଦର୍ଶନ କରି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ।ଡ୍ରେସେଜ୍ ଇଭେଣ୍ଟର ଫାଇନାଲରେ ଭାରତର ଅଶ୍ୱାରୋହୀ ଅନୁଷ, ସୁଦୀପ୍ତି, ଦିବ୍ୟକୀର୍ତ୍ତି ଓ ହୃଦୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୨୦୯.୨୦୫ ପଏଣ୍ଟ ହାସଲ କରିଛି।

ଦିବ୍ୟା କୀର୍ତ୍ତି୬୮.୧୭୬ ପଏଣ୍ଟ, ହୃଦୟ ୬୯.୯୪୧ ପଏଣ୍ଟ ଓ ଅନୁଷ ୭୧.୦୮୮ ପଏଣ୍ଟ ପାଇଛ। ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସୀୟ ଗେମ୍ସ-୨୦୨୩ରେ ୧୦ ମିଟର ପୁରୁଷ ଏୟାର ରାଇଫଲ ବର୍ଗରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଐଶ୍ବର୍ୟ୍ୟ ପ୍ରତାପ ସିଂ ତୋମାର୍ ୧୦ ମିଟର ପୁରୁଷ ରାଇଫଲ ଫାଇନାଲ୍ ଇଣ୍ଡିଭିଜୁଆଲ୍ ଇଭେଣ୍ଟ୍ରେ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ଆମ ଦେଶ ୨୫ ମିଟର୍ ରାପିଡ୍ ଫାୟାର୍ ପିସ୍ତଲରେ ବ୍ରୋଞ୍ଜ୍ ଜିତିଥିଲା। କେବଳ ସେତିକି ନୁହେଁ, ନୌଚାଳନା ବା ରୋଇଂରେ ମଧ୍ୟ ଭାରତ ୨ଟି ବ୍ରୋଞ୍ଜ୍ ପଦକ ଜିତିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ