Masthead

ଚା’ ଖଟିରେ ଗଣ୍ଡଗୋଳ, ଚିଲିକାର ପୂର୍ବତନ ବିଧାୟକଙ୍କୁ ଅଣ୍ଡାମାଡ ଅଭିଯୋଗ

ବାଣପୁର(ବଡ଼ ଖବର ବ୍ୟୁରୋ) ଆଜି ସକାଳ ୮ଟା ସମୟରେ ରଘୁନାଥ ସାହୁ ପୂର୍ବତନ ବିଧାୟକ ଚିଲିକା ପହଞ୍ଚିବା ସମୟରେ ଅନ୍ୟଏକ ଗୋଷ୍ଠି ସେଠାରେ ଅଣ୍ଡାମାଡ କରିବା ଆରମ୍ଭ କରିଦେଇଥିଲେ। ପାଖରେ ଗାଁ ଲୋକେ ଚା ପିଉଥିଲେ । ସେମାନଙ୍କ ଦେହରେ ପଡିବାରୁ ସେମାନେ ବିରୋଧ କରିଥିଲେ ।

ଅନୁରୋଧ କଲେ ଦୟାକରୀ ଏଠାରେ ଏଭଳି କରନାହିଁ ଆମେ ନିଜ ଛକରେ ଚା ପିବାକୁ ଆସିଥିବା ଲୋକେ ହଇରାଣ ହେବୁ। ଏକଥା ଶୁଣି ସଙ୍ଗେ ସଙ୍ଗେ ଉତ୍ୟକ୍ତ ହୋଇ ସେଠାରେ ଥିବା ସାଧାରଣ ଜନତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ଓ କେହି ବିରୋଧ କଲା ତାକୁ ମାଡ ମାରିଥିଲେ। ଫଳରେ ସାହିଲୋକ ମାଡର ଶିକାର ହେବାସହ ଥାନାରେ ଅଭିଯୋଗ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ