Masthead

ସାଇବର ଅପରାଧ ରୋକିବାକୁ ପ୍ରୟାସ

ଦଶରଥପୁର(ବଡ଼ ଖବର ବ୍ୟୁରୋ):ସାଇବର ଅପରାଧ ରୋକିବାକୁ ରାଜ୍ୟ ସରକାରଙ୍କ ତରଫରୁ ସବୁ ଜିଲ୍ଲା ଗୁଡିକରେ ଥିବା ଥାନା, ସ୍କୁଲ, କଲେଜ ଜନବସତୀ ଆଦି ସ୍ଥାନ ଗୁଡିକରେ ଏକ ସାଇବର ଅପରାଧ ସଚେତନ କାର୍ୟ୍ୟକ୍ରମ ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର ଥାନା, ଦଶରଥପୁର ଏବଂ ମଙ୍ଗଳପୁର ଥାନା ଅଧୀନରେ ଥିବା ସାଧୁଗୌଡ଼େଶ୍ୱର ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ମଙ୍ଗଳପୁର ବଜାରରେ ଏହି ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଅଛି, । ଯୁବପୀଢ଼ି ମାନେ ନିଜର ଅସାବଧାନତା କାରଣ ରୁ ସାଇବର ଠକାମୀ ର ଶିକାର ହେଉଛନ୍ତି, । ସାଇବର ଠକାମୀରୁ ବର୍ତ୍ତିବା ପାଇଁ ସରକାର ଙ୍କ ତରଫରୁ ରାଜ୍ୟ ବ୍ୟାପି ଜନ ସଚେତନତା କାର୍ୟ୍ୟକ୍ରମ ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼