Masthead

ଦୁର୍ଦ୍ଦାନ୍ତ ଅପରାଧୀକୁ କୋର୍ଟ ଚାଲାଣ

ମାହାଙ୍ଗା, (ବଡ଼ ଖବର ବ୍ୟୁରୋ): ଭଦ୍ରଶ୍ୱର ଫାଣ୍ଡି ଅଞ୍ଚଳରେ ବହୁ ଚର୍ଚ୍ଚିତ ରଞ୍ଜନ ମଲ୍ଲିକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଜ୍ୟୋତି ପ୍ରକାଶ(ଜେପି) କୁ ଆଜି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଗତ ସେପ୍ଟେମ୍ବର ୬ ତାରିଖ ରାତିରେ ସୌମ୍ୟରଞ୍ଜନ ଓ ଜ୍ୟୋତିପ୍ରକାଶ ଖମାର ବେଳରପା ଗାଁର ରଞ୍ଜନ ମଲ୍ଲିକଙ୍କୁ ମରଣାତ୍ମକ ଆକ୍ରମଣ କରି ରାସ୍ତା କଡରେ ଫିଙ୍ଗିଦେଇଥିଲେ । ଉକ୍ତ ଘଟଣାରେ ପୋଲିସ ସୌମ୍ୟରଂଜନଙ୍କୁ ଗିରଫ କରିଥିଲେ ମଧ୍ୟ ଜେପି ଫେରାର ଥିଲା । ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳିଦେଇ ବୁଲୁଥିବା ଜେପିଙ୍କୁ ଗିରଫ କରାଯାଇଛି । ଜେପିଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ