Masthead

ସ୍ୱାମୀ ନା ରାକ୍ଷସ, ବିବାହର ୬ବର୍ଷ ପରେ ସ୍ତ୍ରୀକୁ ମାରି ରାସ୍ତାକଡକୁ ଫିଙ୍ଗିଲା ସ୍ୱାମୀ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ପିଶାଚ ।ା ସାତଜନ୍ମକୁ ହାତ ଧରିଥିବା ସ୍ୱାମୀ ସାଜିଲା ଶେଷରେ ହତ୍ୟାକାରୀ । ବିବାହର ଛଅ ବର୍ଷ ପରେ ସ୍ତ୍ରୀକୁ ମାରି ରାସ୍ତା କଡରେ ଫିଙ୍ଗିଲା ସ୍ୱାମୀ । ବାସୁଦେବପୁର ବ୍ଲକ ସୁକୁଦେବପୁର ଛକ ବଡ଼ପଦା ପାଖରେ ମୃତଦେହକୁ ଫିଙ୍ଗିଛି ସ୍ୱାମୀ ।

ଛଅବର୍ଷ ପୂର୍ବରୁ ବିନାୟକପୁରର ଜଡ଼ା ବେହେରାଙ୍କ ଝିଅକୁ ଭଲ ପାଇ ସୁକୁଦେପୁର ସ୍ଥିତ ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରା ବିବାହ କରିଥିଲେ । ବିବାହ ପରେ ଦୁଇ ସ୍ୱାମୀ ଓ ସ୍ତ୍ରୀ ବାହାରେ ରହୁଥିଲେ । ଗତ କାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରୁ ଦୁଇଜଣ ଆସିଥିଲେ । କିନ୍ତୁ ରାତିରେ ସ୍ତ୍ରୀକୁ ମାରି ରାସ୍ତା କଡରେ ଫିଙ୍ଗିଦେଇଥିଲା । ପରେ ବାସୁଦେବପୁର ଥାନାରେ ପହଞ୍ଚି ଦୋଷ ମାନିଛି ସ୍ୱାମୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ