Masthead

ଭିଜିଲାନ୍ସ ବିଭାଗର ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ସରଞ୍ଜାମ ଜବତ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଆଜି ଭୁବନେଶ୍ୱର ଭିଜିଲାନ୍ସର ଅଚାନକ ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲେ । ଅସ୍ତରଙ୍ଗ ରେଞ୍ଜର ଅଧୀନରେ ଥିବା ନୟାହାଟ ଓ କଟକ ଜିଲ୍ଲା ବିନିସପୁରରେ ଭିଜିଲାନ୍ସ ଅଧିକାରୀ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୁରୀ ଏ.ସି.ଏଫ ଅମରେଶ ପ୍ରଧାନ, ଅସ୍ତରଙ୍ଗ ରେଞ୍ଜର ହିମାନ ନାୟକ ସମେତ ତିନି ପ୍ଲାଟୁନୁ ପୋଲିସ ଫୋର୍ସ, ୩୫ଜଣ ଭିଜିଲାନ୍ସ ଷ୍ଟାଫ ଓ୨୫ଜଣ ଫରେଷ୍ଟ ଷ୍ଟାଫ ସାମିଲ ଥିଲେ । ଏହି ଟିମ ଦ୍ୱାରା ଦୁଇଟି ବେଆଇନି କରତ କଳରୁ ସମସ୍ତ ଯନ୍ତ୍ରାଶ, ବ୍ୟବହୃତ ମଟର, ପ୍ଲେଟ ଓ ଗ୍ୟାସ କଟର କାଢ଼ି ନେଇଥିଲେ । ନୟାହାଟ କରତ କଳରୁ ଦୁଇଟି ଟ୍ରାକ୍ଟର ସହ ଉଭୟ କରତ କଳରୁ ୪୦%୨୦ମିଟର କାଠ ସିଜ୍ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ଲକ୍ଷ ୨୦ହଜାର ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ଅତିରିକ୍ତ କଞ୍ଜର ଭେଟର ସୂଚନା ଦେଇଛନ୍ତି । ଏହି ସବୁ ଲକ୍ଷ ଲକ୍ଷ ଟଙ୍କାର କାଠ ଅସ୍ତରଙ୍ଗ ରେଞ୍ଜରକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ କେତେକ ଯନ୍ତ୍ରାଶ ଫୁଲନଖରା ରେଞ୍ଜର କାର୍ୟ୍ୟଳୟକୁ ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ