Masthead

ବିଧାୟକ ପ୍ରତାପ ଜେନାଙ୍କୁ ହାଜର ହେବାକୁ ସମନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ);ମାହାଙ୍ଗା ଡବଲ ମର୍ଡର ଘଟଣା । ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସାଲେପୁର ଜେଏମଏଫସି କୋର୍ଟ ଏହି ସମନ କରିଛନ୍ତି । ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ କୋର୍ଟ ବିଧାୟକ ପ୍ରତାପ ଜେନାଙ୍କୁ ଏହି ନୋଟିସ ପଠାଇଛନ୍ତି । ଆଉ ସରକାରୀ ବାସଭବନରେ ବିଧାୟକଙ୍କ କାର୍ୟ୍ୟାଳୟ ତରଫରୁ ନୋଟିସ୍ ଗ୍ରହଣ କରାଯାଇଥିବା ସୂଚନା ରହିଛି । ଡବଲ ମର୍ଡର ଘଟଣାରେ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ମୃତକଙ୍କ ପରିବାର ଲୋକେ ସାଲେପୁର ଜେଏମଏଫସି କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଫାଇଲ କରାଯାଇଥିଲା । ଉପଯୁକ୍ତ ତଥ୍ୟ ପ୍ରମାଣ ଓ ସାକ୍ଷୀମାନଙ୍କର ବୟାନକୁ ଗ୍ରହଣ କରି କୋର୍ଟ ୧୩ ନମ୍ବର ଅଭିଯୁକ୍ତ ଭାବେ ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ୍ କରିଛନ୍ତି । ଧାରା ୩୦୨, ୫୦୬ ,୧୨୦ ବି ଆଧାରରେ ମାମଲାକୁ ବିଚାର କରିବା ପାଇଁ କୋର୍ଟ ଅର୍ଡର କରିଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା