Masthead

ପୁଣି ଅଡୁଆରେ ସମୀର ଦାଶ, ସାଇବର ଥାନାରେ ଅଭିଯୋଗ କଲେ ଜ୍ୟୋସ୍ନାରାଣୀ

ନିମାପଡା(ବଡ଼ ଖବର ବ୍ୟୁରୋ): ବିଜେଡି ମହିଳା ନେତ୍ରୀ ଜ୍ୟୋସ୍ନାରାଣୀଙ୍କୁ ଆକ୍ରମଣ ପ୍ରସଙ୍ଗ । ସାଇବର ଥାନାକୁ ଲିଖିତ ଅଭିଯୋଗ ଜଣାଇଲେ ଜ୍ୟୋସ୍ନାରାଣୀ। ପସୋସିଆଲ ମିଡିଆ ଫେସବୁକରେ ଜ୍ୟୋସ୍ନାରାଣୀଙ୍କ ଫୋଟୋକୁ ନେଇ ଅଶ୍ଳୀଳ ଇଙ୍ଗିତ କରିବା ସହ ଭାଇରାଲ କରିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋସ୍ନାରାଣୀ ।ଏହାଦ୍ୱାରା ଜ୍ୟୋସ୍ନାରାଣୀଙ୍କ ମାନସିକ ଚା ପ ବୃଦ୍ଧି ପାଉଛି ବୋଲି ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।ସମୀର ଦାସଙ୍କ ଇଙ୍ଗିତରେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଗତ ୯ ଅକ୍ଟୋବର ଓ ୧୧ ଅକ୍ଟୋବରରେ ଦୁଇ ଦୁଇ ଥର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ଙ୍କୁ ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଶ୍ଳୀଳ ଵ୍ୟଵହାର ସହ ଆକ୍ରମଣ କରିଥିଲେ ।୫ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପରେ ଶେଷରେ ଏତାଲା ରୁଜ୍ଜୁ କରିଥିଲା ନିମାପଡା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ