Masthead

ନୂଆବର୍ଷରେ ସରକାରୀ କର୍ମଚାରୀଙ୍କ ୯ଦିନ ଛୁଟି ବେକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୧ମସିହାର ଛୁଟି ତାଲିକା ଘୋଷଣା କରାଯାଇଛି । ସରକାରୀ କର୍ମଚାରୀମାନେ ୨୦୨୧ ମସିହାରେ ୧୦୬ଦିନ ସରକାରୀ ଛୁଟିର ସୁଯୋଗ ପାଇବେ । ମୋଟରେ ୨୯ଦିନ ସରକାରୀ ଛୁଟି, ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ସମେତ ଗୋଟିଏ ଦିନ ଇଛାଧୀନ ଛୁଟି ସାମିଲ ଅଛି । ୨୦୨୧ରେ ସରକାରୀ କର୍ମଚାରୀଙ୍କ ୯ଦିନର ଛୁଟି ବେକାର ଯାଉଛି । ଏହି ଛୁଟି ଦିନ ଗୁଡିକ ରବିବାର ଓ ଶନିବାରରେ ପଡୁଛି । ବର୍ଷକରେ ମୋଟ ୨୯ ଦିନ ସରକାରୀ ଛୁଟି, ୮ଟି ଇଚ୍ଛାଧୀନ ଛୁଟି ଘୋଷଣା କରିଛି ବିଭାଗ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ