ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ । ବାରିପଦା ନାଉପଦ ଗାଁରେ ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ । ପରିବାରିକ କଳହରୁ ପେଟ୍ରୋଲ୍ ଢାଳି ଜାଳିଦେଲେ ଜ୍ୱାଇଁ । ଗୁରୁତର ଶାଶୁ ଏବଂ ଶ୍ୱଶୁର ପିଏଆର୍ ମେଡିକାଲ ଭର୍ତ୍ତି ଅଛନ୍ତି । ଅଭିଯୁକ୍ତ ଜ୍ୱାଇଁ ଫେରାର ଅଛି । ଏବଂ ଶୁଳିଆପଦା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦେଖିବାକୁ ଗଲେ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । ବିବାହ ପରଠୁ ଅଭିଯୁକ୍ତ ଜ୍ୱାଇଁ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିବା ସହ ସ୍ତ୍ରୀକୁ ମାରପିଟ କରୁଥିଲା । ସେଥିପାଇଁ ଝିଅ ଘର ଲୋକେ ତାଙ୍କ ଝିଅକୁ ଘରେ ନେଇ ରଖିଥିଲେ । ଅଭିଯୁକ୍ତ ଜ୍ୱାଇଁ ଆସି ନିଜ ଶ୍ୱଶୁର ଘରେ ଗଣ୍ଡଗୋଳ କରିବା ସହ ଗତକାଲି ମଧ୍ୟରାତିରେ ପେଟ୍ରୋଲ୍ ପକାଇ ବୃଦ୍ଧ ଶାଶୁ ଏବଂ ଶ୍ୱଶୁରକୁ ଜାଳି ଦେଇଥିଲେ । ଶ୍ୱଶୁର ଜଣଙ୍କ ୭୦ରୁ୮୦ ପ୍ରତିଶତ ଜଳି ଜାଇଛନ୍ତି ଏବଂ ଶାଶୁ ଜଣଙ୍କ ୩୦ରୁ୪୦ ପ୍ରତିଶତ ପୋଡି ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!