Masthead

ଥାନାରେ ଆକ୍ରମଣର ଶିକାର ହେଲେ ମହିଳା ଆଇଆଇସି

ବାରିପଦା (ବଡ଼ ଖବର ବ୍ୟୁରୋ): ମହିଳା ଆଇଆଇସିଙ୍କୁ ବ୍ଲେଡରେ ଆକ୍ରମଣ । ଆକ୍ରମଣରେ ଆଇଆଇସି ମିନି ଭୋଇ ଆହତ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ । ଶିବ ମନ୍ଦିରର ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାକୁ ନେଇ ବିଶୋଇ ଥାନାରେ ଅଭିଯୋଗ ପରେ ଶୁକ୍ରବାର ରାତିରେ ପଚରା ଉଚରା ପାଇଁ ବିଶୋଇ ଗାଁର ସୁଶାନ୍ତ ଦେଓ ନାମକ ଏକ ବ୍ୟକ୍ତିଙ୍କୁ ଥାନାକୁ ଡାକିଥିଲେ । ସୁଶାନ୍ତ ଥାନାରେ ସନ୍ଧ୍ୟା ୭ ଘଟିକା ସମୟରେ ପହଂଚି ଥିଲା । ତେବେ ତାକୁ ଥାନା ଅଧିକାରିଣୀ ମିନି ଭୋଇ ପଚର ଉଚରା କରିଥିଲେ । ହଟାତ ସୁଶାନ୍ତ ଥାନା ଅଧିକାରିଣୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ପାଖରୁ ନିଜକୁ ବଞ୍ଚାଇବାକୁ ଯାଇ ପାଟି କରି ବାହରକୁ ପଳାଇ ଯାଇଥିଲେ ଆଇଆଇସି । ଆକ୍ରମଣରେ ମହିଳାଙ୍କ ବେକ ଏବଂ ବାମ ହାତର ତିନୋଟି ଆଙ୍ଗୁଳିରେ ଆଘାତ ଲାଗିଛି । ଆକ୍ରମଣର କାରଣ ଅସ୍ପଷ୍ଟ । ଅଭିଯୁକ୍ତକୁ ଅଟକ ରଖଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ