Masthead

ବଞ୍ଚିବାର ରାହା ଦେଖାଉଛି ଲେମନ ଗ୍ରାସ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ମହିଳାଙ୍କୁ ରୋଜଗାର ବାଟ ଦେଖାଇଲା ଲେମନ ଗ୍ରାସ । ସୁବର୍ଣ୍ଣପୁର ଜିଲ୍ଲା ଲକର୍ମା ଗାଁରେ ସ୍ଥାପନ ହୋଇଛି ଲେମନ ଗ୍ରାସ ପ୍ରୋସେସିଂ ୟୁନିଟ । ପ୍ରସ୍ତୁତ ଚାଲିଛି ତେଲ । ଜିଲ୍ଲାପାଳ ମୋଚିଷା ବାନାର୍ଜୀ ଏହି ପ୍ରୋସେସିଂ ୟୁନିଟର ଶୁଭାରମ୍ଭ କରିଛନ୍ତି । ତେଲ ଉତ୍ପାଦନ କରି ୨ ପଇସା ରୋଜଗାର କରିବାର ଆଶା ବାନ୍ଧିଛନ୍ତି ମହିଳାମାନେ । ଗାଁରେ ଥିବା ପଡିଆ ଜମିରେ ଲେମନ ଗ୍ରାସ ଚାଷ ପରେ ସେଥିରୁ ପ୍ରସ୍ତୁତ ହେଉଛି ତେଲ । ଉତ୍ପାଦନ ହେଉଥିବା ତେଲ କିଣିବାକୁ ଗୋଟିଏ କମ୍ପାନୀ ସହ ଚୁକ୍ତି ହୋଇଛି । ସିଧାସଳଖ କମ୍ପାନୀ ଏହିଠୁ ତେଲ କିଣିବ । ଲିଟର ପିଛା ୧ ହଜାର ଟଙ୍କାରେ ତେଲ ବିକି ମହିଳାମାନେ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ