Masthead

ମୁସଲିମ ଝିଅ, ହିନ୍ଦୁ ବୋହୂ, ଅପରାଜିତା ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଜିତା ମହାନ୍ତି । ଡାକ ନାଁ ଟିକି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗ୍ଗଜ କଳାକାର । ୮୦ ଦଶକରୁ ଓଡ଼ିଆ ସିନେମାରେ ଛାଡ଼ି ଆସୁଛନ୍ତି ଛାପ । ଦେଇଯାଇଛନ୍ତି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ମୁଭି । ଆଜି ବି ତାଙ୍କର କ୍ରେଜ୍ ରହିଛି । ଅପରାଜିତାଙ୍କ ଅଭିନୟର ଯାଦୁରେ ବାନ୍ଧି ହୋଇଯାଆନ୍ତି ଦର୍ଶକ । ଚରିତ୍ର ଯାହା ବି ହେଉ, ସିନ୍ ଯାହା ବି ହେଉ, ସବୁ କ୍ୟାରେକ୍ଟରକୁ ସେ କରିଦିଅନ୍ତି ଜୀବନ୍ତ ।

ଫିଲ୍ମ ପରଦାରେ ତାଙ୍କ ସହ ସ୍ୱାମୀ ଉତ୍ତମ ମହାନ୍ତିଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କ ମନ ଜିଣିଥାଏ । ଦର୍ଶକଙ୍କୁ ସେ ଭେଟି ଦେଇଛନ୍ତି ୫୦ରୁ ଉଦ୍ଧ୍ୱର୍ ଫିଲ୍ମ । ତେବେ ତାଙ୍କ ଅଭିନୟ ଜୀବନ ଯେତିକି ଉଦାହରଣୀୟ, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ରୋଚକମୟ । ତାଙ୍କ ଭିତରେ ରହିଛି ବିଭିନ୍ନ ଧର୍ମର ସମାଗମ । ଉଭୟ ହିନ୍ଦୁ ଓ ମୁସଲିମ ଧର୍ମକୁ ସେ ନିଜ ଭିତରେ ସମାୟିତ କରିଛନ୍ତି । ଜଣେ ମୁସଲିମ ସମ୍ପ୍ରଦାୟରୁ ଆସି ବାହା ହୋଇଥିଲେ ହିନ୍ଦୁ ପରିବାରରେ । ବାହା ହୋଇଥିଲେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ।

ପୂରା କାହାଣୀ ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ