Masthead

କାହିଁକି ସୁପରଷ୍ଟାରରୁ ସନ୍ୟାସୀ ପାଲଟିଲେ ଶ୍ରୀରାମ ପଣ୍ଡା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡର ଲିଜେଣ୍ଡରୀ କଳାକାର କଥା ଆସିଲେ ମନେ ପଡେ ଶ୍ରୀରାମ ପଣ୍ଡାଙ୍କ କଥା । ମନେ ପଡେ ତାଙ୍କ ଅଭିନିତ ଫିଲ୍ମ । ଏକାଧାରରେ ସେ ଜଣେ ଅଭିନେତା, ପ୍ରଯୋଜକ ଓ ସ୍କ୍ରିନପ୍ଲେ ରାଇଟର । ୧୯୫୪ ରବରଙ୍ଗପୁର ଜିଲ୍ଲାରେ ତାଙ୍କର ଜନ୍ମ । ପ୍ରେରଣା, ଅନୁତାପ ଓ ପରେ ପ୍ରାୟଶ୍ଚିତ । ଏହି ତିନୋଟି ଶବ୍ଦ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ଜୀବନୀକୁ ଯର୍ଥାଥ କରୁଛି । ୧୯୭୨ ମସିହା, ଫିଲ୍ମ ଧରିତ୍ରୀ । ରୁପେଲି ପରଦାରେ ସେ ପାଦ ଥାପିଥିଲେ । ଆରମ୍ଭ କରିଥିଲେ ଚଳଚିତ୍ରର ଯାତ୍ରା । ଆଉ ଫେରିନଥିଲେ ପଛକୁ । ଲାଗୁଥିଲା ସେ ଅଭିନୟ ପାଇଁ, ଓ ଅଭିନୟ ତାଙ୍କ ପାଇଁ ଉସôର୍ଗୀକୃତ । ଏହି ଯାତ୍ରାରେ ସେ ଆଗେଇ ଚାଲିଲେ । ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଚଳଚ୍ଚିତ୍ରକୁ ଯୋଡ଼ି ଚାଲିଲେ ତାଲିକାରେ । ୮୦ ଓ ୯୦ ଦଶକରେ ଶ୍ରୀରାମ ପଣ୍ଡାଙ୍କର କ୍ରେଜ୍ ଥିଲା । ତେବେ କାହିଁକି ସୁପରଷ୍ଟାରରୁ ସନ୍ୟାସୀ ପାଲଟିଲେ ଶ୍ରୀରାମ ପଣ୍ଡା? ପୂରା ଖବର ଦେଖିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ