Masthead

ଇଭି ଶୋରୁମରେ ନିଆଁ

କଟକ (ବଡ଼ ଖବର ବ୍ୟୁରୋ): ରାଣୀହାଟ କେନାଲ ରୋଡ଼ ଶୁଭମ ହସ୍ପିଟାଲ ନିକଟରେ ଥିବା ପିଓର ଇଲେକଟ୍ରି ବାଇକ ଶୋରୁମରେ ନିଆଁ । କୌଣସି କାରଣରୁ ଇଲେକଟ୍ରି ସଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା । ଧୂଆଁ ପ୍ରକୋପ ଏତେ ଥିଲା ଯେ ଆକାଶରେ ଧୂଆଁର ଆସ୍ତରଣ ଖେଳି ଯାଇଥିଲା । ପରେ ଦମକଳ ଆସିବା ପରେ ନିଆଁ ଲାଗିଥିବା ଜଣାପଡ଼ିଥିଲା ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ନିଆଁ ଆରମ୍ଭ ହେବା ପୂର୍ବରୁ ଅଫିସ କର୍ମଚାରୀ ମୂଳରୁ ଖବର ଦମକଳ ବାହିନୀକୁ ଦେଇଥାଆନ୍ତେ, ହୁଏତ କିଛିଟା ବାଇକ ଉଦ୍ଧାର ହୋଇଯାଇଥାନ୍ତା । ନିଆଁ ପ୍ରକୋପ ଏତେ ଥିଲା ଯେ ନିଆଁକୁ ଆୟତ କରିବାରେ ୨ଘଣ୍ଟାରୁ ଅଧିକ ସମୟ ସମୟ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା