Masthead

କାହିଁକି ଜେଲର ଚାରିକାନ୍ଥ ଭିତରେ ଥିଲେ ସୁବ୍ରତ ରୟ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ନମ୍ବର-୧ ଘରୋଇ କମ୍ପାନି ହେବାର ପରିଚୟ ଲାଭ କରିଥିଲା ସାହାରା ଇଣ୍ଡିଆ ପରିବାର । ସାଇକେଲରୁ ଦୁଇ ଟଙ୍କା ଲେଖାଏଁ ଆଦାୟ କରିଥିଲେ ଟଙ୍କା । ଲୋକଙ୍କୁ ଦେଖାଇଥିଲେ ପଇସା ଡବଲ ହେବାର ସ୍ୱପ୍ନ । ଆଉ ସତ ମଧ୍ୟ କରିଥିଲେ । ଏହ ଆଶା ନେଇ ଭାରତ ତଥା ବିଦେଶ ବଜାରକୁ କବ୍ଜା କରିଥିବା ସୁବ୍ରତ ରୟ ଜେଲ ମଧ୍ୟ ଯାଇଥିଲେ । ଅନେକ ଲୋକ ଜାଣି ନାହାନ୍ତି ତାଙ୍କ ଜେଲ ଯିବାର କାରଣ କ’ଣ ରହିଥିଲା? କାରଣ ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ