Masthead

ଚତୁର୍ଥ ଦିନରେ କର୍ପୋରେଟରଙ୍କ ଧାରଣା

କଟକ(ବଡ଼ ଖବର ବ୍ୟୁରୋ): ଚତୁର୍ଥ ଦିନରେ ପହଞ୍ଚିଲା ସିଏମସି ଭିତରେ କର୍ପୋରେଟରଙ୍କ ଧାରଣା । ସିଏମସି କାଉନସିଲ ବୈଠକ ଗୃହ ପାଲଟିଛି ଧାରଣାସ୍ଥଳ । ଧାରଣାସ୍ଥଳକୁ ଯାଇ କର୍ପୋରେଟରଙ୍କୁ ଭେଟିଥିଲେ ବିଧାୟକ ସୁର ରାଉତରାୟ, ମହମ୍ମଦ ମୋକିମ । ଅର୍ବାନ ହାଟ ପିଣ୍ଡି ଆବଣ୍ଟନ, ସହରର ମଶା ସମସ୍ୟା, ବାଲିଯାତ୍ରା ଦୁର୍ନୀତି, ହାଡ଼ିଆ ପଠା ଜମି ଦୁର୍ନୀତି ନେଇ ହୋ ହାଲ୍ଲା କରିବା ସହ ମେୟରଙ୍କୁ ଘେରିଥିଲେ ବିରୋଧୀ କର୍ପୋରେଟର । ଫଳରେ ଶାସକ ଏବଂ ବିରୋଧୀ କର୍ପୋରେଟର ମୁହାଁମୁହିଁ ହୋଇ ଥିବାର ଦେଖିବାକୁ ମିଳିଥିଲା । ତେବେ ବିରୋଧୀ ଗୋଷ୍ଠୀକୁ କାଉଣ୍ଟର କରିବା ପାଇଁ ଶାସକ ଗୋଷ୍ଠୀମାନେ ମଧ୍ୟ କହିଛନ୍ତି ଏପରି କରିବା ଦ୍ବାରା ସିଏମସି ବୈଠକ କୌଣସି ଫଳପ୍ରଦ ହେଉ ନାହିଁ । ବିରୋଧୀ ଉଚିତ୍ ଢଙ୍ଗରେ ନିଜର ବକ୍ତବ୍ୟ ରଖିବା ଉଚିତ୍ । ଅପର ପକ୍ଷରେ ମେୟର କହିଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ସ୍ୱାଭାବିକ । ତେବେ ବିରୋଧର ଢଙ୍ଗ ସଠିକ୍ ହେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ