Masthead

୩ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିକାଲିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନର ଚାହିଦା ଖୁବ୍ ଅଧିକ । ଆଉ ସବୁଠୁ ବଡ କଥା ହେଲା ଚାହିଦା ସାଙ୍ଗକୁ ଦାମ୍ ମଧ୍ୟ ବହୁତ ଅଧିକା ହୋଇଥିବା ବେଳେ ଆଜିର ଦିନରେ ଲୋକେ କରୋନା ମହାମାରୀ କାରଣରୁ ଅର୍ଥାଭାବରେ ଜୀବନଯାପନ କରୁଛନ୍ତି । ଏଭଳି ସ୍ମାର୍ଟ ଫୋନ ଚୋରୀ ଘଟଣା ନଜରକୁ ଆସିଛି । ଯେଉଁଠି ଦାମୀ ମୋବାଇଲକୁ ବହୁତ କମ୍ ଦାମରେ ବିକ୍ରି କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ବ୍ରାଣ୍ଡ ମୋବାଇଲକୁ ସ୍ୱଳ୍ପ ମୂଲ୍ୟରେ ପାଇବାକୁ କିଏ ନଚାହେଁ । କିନ୍ତୁ ଏହି ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି ପୋଲିସ । ପୋଲିସ କବଳରୁ ବଞ୍ଚିପାରିନାହାନ୍ତି ଲୁଟେରା ଗ୍ୟାଙ୍ଗ ।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଧଉଳି ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ୩ ମୋବାଇଲ ଲୁଟେରା । ପୋଲିସର ସୂଚନା ଅନୁସାରେ ଲୁଟେରାଙ୍କ ପାଖରୁ ୧୫ଟି ଦାମୀ ମୋବାଇଲ ଜବତ ହୋଇଛି । ଉକ୍ତ ୩ ଲୁଟେରା ସହିଦ ନଗର ଅଞ୍ଚଳର ବୋଲି ଜଣାପଡିଛି । ଆଜି ଉକ୍ତ ଲୁଟେରାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ