Masthead

ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କୁ ଦାଦନ କହିବା ଠିକ ନୁହେଁ: ସାରଦା ନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଦାଦନ ସମସ୍ୟାକୁ ନେଇ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିବା ପରେ ଶ୍ରମମନ୍ତ୍ରୀ ସାରଦା ନାୟକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେଉଁମାନେ ବାହାରକୁ କାର୍ଯ୍ୟ ପାଇଁ ଯାଉଛନ୍ତି ସେମାନଙ୍କୁ ଦାଦନ କହିବା ଠିକ ନୁହେଁ । ଯେଉଁମାନେ ବାହାରକୁ କାର୍ଯ୍ୟ ପାଇଁ ଯାଆନ୍ତି ସେମାନେ ସରକାରଙ୍କ ଅନୁମତି ପ୍ରାପ୍ତ । ଆମ ରାଜ୍ୟକୁ ମଧ୍ୟ ଅନ୍ୟ ରାଜ୍ୟର ଅନେକ ଶ୍ରମିକ ଶ୍ରେଣୀ ଲୋକେ ଆସି କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କୁ କ’ଣ ଆମେ ଦାଦନ କହିବା, ତାହା କହିବା ସମ୍ପୂର୍ଣ୍ଣ ଭୁଲ କହିଛନ୍ତି ସାରଦା ନାୟକ । ବିଭାଗ ଏ ଦିଗରେ ସଚେତନ ଅଛି । ଅନେକ ସ୍କିମ୍ ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ସୃଷ୍ଟି କରାଯାଇଥିବା କହିଛନ୍ତି ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ