ରାଜ୍ୟ ବିଜେପିକୁ ଟାର୍ଗେଟ କଲେ ବିଜେଡି ବିଧାୟକ ଧ୍ରୁବ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବିଜେଡି ସରକାର ୨୩ ବର୍ଷ ଧରି ଶାସନ କରିଆସୁଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେ କହିଛନ୍ତି ନବୀନ ପଟ୍ଟନାୟକ ଧର୍ମ ନିରପେକ୍ଷତାକୁ ଆଧାର କରି ୨୩ ବର୍ଷ ଧରି ଶାସନ କରୁଛନ୍ତି । ସେ ଜଗନ୍ନାଥଙ୍କ ପରମ ଭକ୍ତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ତାରାତାରିଣୀ ମନ୍ଦିର, ସମଲେଶ୍ଵରୀ ମନ୍ଦିର ଭଳି ଧାର୍ମିକ ସ୍ଥଳୀର ରୂପାନ୍ତରିତ କରିବାର ନେତୃତ୍ୱ ନେଇଛନ୍ତି ନବୀନ। କିଏ ଯଦି ତାଙ୍କୁ ରାଜନୈତିକ ଆକ୍ଷେପ କରିବେ ତା ପାଇଁ ମୋ ପାଖେ ଉତ୍ତର ନାହିଁ କହିଛନ୍ତି ଧ୍ରୁବ ସାହୁ । ସେ ଆହୁରୀ ମଧ୍ୟ କହିଛନ୍ତି ଓଡ଼ିଶା ଆଜି ଶିକ୍ଷାର ହବ୍ ହୋଇଛି। କେନ୍ଦ୍ରୀୟ ଯୋଜନାକୁ ସୁନ୍ଦର ଭାବେ କାର୍ଯ୍ୟକାରୀ କରୁଥିବାରୁ କେନ୍ଦ୍ର ସରକାର ପୁରସ୍କାର ଦେଉଛନ୍ତି । ରାଜ୍ୟ ବିଜେପି ନେତୃତ୍ଵ କିନ୍ତୁ ସହି ପାରୁନି । ସେମାନେ ପ୍ରଶ୍ନ କରନ୍ତୁ କେନ୍ଦ୍ର ନେତୃତ୍ୱକୁ, କାହିଁକି ସେମାନେ ରାଜ୍ୟକୁ ପୁରସ୍କୃତ କରୁଛନ୍ତି। ବିଜେପିର ଦୋ ମୁହାଁ ନୀତି କଣ ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ