Masthead

ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୋରୱେଲରୁ ଶିଶୁ ଉଦ୍ଧାର ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲା ପ୍ରଶାସନ । ସମ୍ବଲପୁର ରେଙ୍ଗାଲିରେ ସେ ନିର୍ଦ୍ଦୟ ବ୍ୟକ୍ତି କିଏ, କାହିଁ ଏମିତି ଶିଶୁ ଫୋପାଡିଲା ତାକୁ ନେଇ ହେବ ତଦନ୍ତ । ମାତ୍ର ଦୁଇ ଦିନର ଶିଶୁକୁ ବୋରୱେଲରେ ପକାଯାଇଥିଲା । ଏନେଇ ପ୍ରଶାସନ ଦେଇଛି ତଦନ୍ତ ନିର୍ଦ୍ଦେଶ । ୮ ଘଣ୍ଟାର ଅପରେସନ ପରେ ବୋରୱେଲରୁ ନବଜାତ ଶିଶୁକୁ କରାଯାଇଥିଲା ଉଦ୍ଧାର କରାଯାଇଛି।

ଚିକିତ୍ସା ପାଇଁ ଶିଶୁଟକୁ ହସ୍ପିଟାଲରେ ରଖାଯାଇଛି । ଶିଶୁଟି ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା । ପ୍ରଥମେ ପାଇପ୍‌ ପାଖରେ ଜେସିବି ଦ୍ୱାରା ୨୦ ଫୁଟର ଗାତ ଖୋଳା ଯାଇଥିଲା । ପରେ ହାତରେ ମାଟି ଖୋଳି ପାଇପ୍‌ ପାଖରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏହାପରେ ପ୍ରଥମେ ଆରି ବ୍ଲେଡ୍‌ରେ ଏବଂ ପରେ ମେସିନରେ ପାଇପ୍ କଟାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ